ସିବିଲ୍ ଇଞ୍ଜିନିୟର ଛାତ୍ର ନିଖୋଜ

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ଅଧିବାସୀ ଅଧ୍ୟୁଷିତ ଅଞ୍ଚଳ ମୋହନା ବ୍ଲକ ର କର୍ଚ୍ଚବାଡ଼ି ପଂଚାୟତ ରାକେଶପଙ୍କା ଗ୍ରାମର ଗରିବ ଆଦିବାସି ପରିବାର ଛାତ୍ର ହେମନ୍ତ ମଳିକ ୧୯ କନିସି ସ୍ତିତ୍ ଗବିନ୍ଦପୁରୁ ଠାରେ ଥିବା ହୋଲି ଇନ୍ସ୍ତୁଚ ଅଫ ଟେକ୍ନିକାଲ କଲେଜ୍ ରେ ତୃତୀୟ ବର୍ଷ ର ଛାତ୍ର ୨୯.୭, ୨୨ରେ ପରୀକ୍ଷା ସରିବା ପରେ ଦୁଇ ବର୍ଷ ପାଇଁ ପାଠ ପଢିବା ପାଇଁ ଟଙ୍କା ଆବଶ୍ୟକ ରହିଥିବା ରୁ କନିସି ହୋଟେଲ ରେ କାମ କରି ଆସୁଥିଲେ ପରିବାର ରେ ମଧ୍ୟ ବାପ ନଥିବାରୁ ମା କୁଲି ମଜୁରୀ କରି ପୁଅ କୁ ଶିବିଲ୍ ଇଞ୍ଜିନିୟର କରାଇବା ଟଙ୍କା ଖର୍ଚ୍ଚ କରି ପଢାଇ ଆସୁଥିଲେ ହୋଟେଲ ରେ କାମ ସରିବା ପରେ ୧୧.୯,୨୨ ସନ୍ଧ୍ୟା ରେ ନିଜ ସମ୍ପର୍କୀୟ ଭଉଣୀ ଶହ ଶେଷ କଥା ହେଇଥିଲେ ଫୋନ୍ ରେ ତାପର ଠାରୁ ସେ ନିଖଜ ହୋଇଯାଛନ୍ତି ପରିବାର ଲୋକେ ଜାଣିବା ପରେ ଦୁଇ ଭାଇ କନିସି ଜାଇ ବହୁ ଖୋଜାଖୁଜୀ କରି ନ ପାଇ ଶେଷରେ ନିରାଶ ହୋଇ ଗୋଳନ୍ତରା ଥାନା ରେ ୧୩ ତାରିଖରେ ଲିଖିତ ଅଭିଯୋଗ ଦେଇଛନ୍ତି କିନ୍ତୁ ଆଜିକୁ ୭ ଦୀନ ବିତିଗଲାଣି କୌଣସି ପତା ମିଳୁନି ହେମନ୍ତ ର ଯାହାକୁ ନେଇ ବୁଢ଼ୀ ମା ଏବେ କାନ୍ଦି କାନ୍ଦି ଭାଙ୍ଗି ପଡ଼ିଛି ସେପଟେ ପୋଲିସ୍ ତାର ତନାଘନା ଜାରି ରଖିଥିବା ଥାନା ପକ୍ଷରୁ ସୁଚନା ମିଳିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ