ଗୌଡକୁରଲଣ୍ଡା ଗ୍ରାମରେ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗୁମ୍ମା ବ୍ଲକ ତରଙ୍ଗଡା ଗ୍ରାମପଞ୍ଚୟତର ଗୌଡକୁରଲଣ୍ଡା ଗ୍ରାମରେ ଅଷ୍ଟପ୍ରହରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା. କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଗଜପତି ଜିଲ୍ଲାର ବିଜେଡ଼ି ବରିଷ୍ଟ ନେତା ତଥା ହାଇଟେକ ଗ୍ରୁପ ଅଧ୍ୟକ୍ଷ ଡ.ତିରୁପତି ପାଣିଗ୍ରାହୀ, ଗୁମ୍ମା ବ୍ଲକ ଅଧ୍ୟକ୍ଷା ସୁନେମି ମଣ୍ଡଲ , ବିଜେଡ଼ି ବରିଷ୍ଟ ନେତା ବସନ୍ତ ଦାସ , ବିଜେଡ଼ି ରାଜ୍ୟସମ୍ପାଦକ ଶ୍ରୀ ମରୁତ ପାଲ , SDC ଉପାଧ୍ୟକ୍ଷ ଶ୍ରୀ ଧନେଶ୍ଵର ଭୂୟାଁ, ଜୋନ- ୬ ଜିଲ୍ଲା ପରିଷଦ ସଦସ୍ୟ , ଶ୍ରୀ ଏସ.ବାଳରାଜୁ,ଡି.ଆପ୍ପାରାଓ,ଓ ରାଜୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।


