କନ୍ଧମାଳ ସ୍ଵଇଛା ସେବା ସମିତି ପକ୍ଷରୁ ଅସହାୟ ଗରିବଙ୍କୁ ଖାଦ୍ୟ, କମ୍ବଳ ବଣ୍ଟନ 

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ନୂତନ ବର୍ଷ ଉପଲକ୍ଷେ କନ୍ଧମାଳ ସ୍ଵଇଛା ସେବା ସମିତି ପକ୍ଷରୁ ସହରରେ ବସବାସ କରୁଥିବା ଅସହାୟ ବୃଦ୍ଧା, ବୃଦ୍ଧ, ଗରୀବମାନଙ୍କୁ ରନ୍ଧା ଖାଦ୍ୟ ସହ କମ୍ବଳ ବଣ୍ଟନ କରାଯାଇଛି। ସଂଘ ସଭାପତି ଭବାନୀ ଶଙ୍କର ହଂସ, କୃତିଦୀପନ ଭୋଇ, ସୁନୀଲ ଦିଗାଲ, ସରୋଜ ସାହୁଙ୍କ ସମେତ ଅନ୍ୟମାନେ ଏଥିରେ ସାମିଲ୍ ହୋଇଥିଲେ। ସଂଗଠନର ଏଭଳି ମହତ କାର୍ଯ୍ୟକୁ ସବୁଠି ପ୍ରସଂଶା କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ