ଡାକ୍ତରାଣୀଙ୍କୁ ବଳତ୍କାର ପରେ ପୋଡି ମାରିଦେଲ ୪ ସଇତାନ

ତେଲେଙ୍ଗନା ରେ ଜଣେ ମହିଳା ଭେଟେରିନାରି ଡାକ୍ତର ପ୍ରିୟଙ୍କା ରେଡ୍ଡି (୨୬) ଙ୍କୁ ଗଣ ବଳତ୍କାର ପରେ ୪ ଜଣ ପୋଡି ମାରିଦେବା ଘଟଣାରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କ ମଧ୍ୟରେ ୨ ଜଣ ଡ୍ରାଇଭର ରହିଥିବା ବେଳେ ୨ ଜଣ ହେଲପର ରହିଛନ୍ତି । ପୋଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତଙ୍କ ପରିଚୟ ମହମ୍ମଦ ପାଶା , ନବୀନ ,କେଶଭାଲୁ, ଏବଂ ଶିବା ବୋଲି ଜଣାପଡିଛି । ତାଙ୍କ ମା ଅଭିଯୁକ୍ତ ମାନଙ୍କୁ ତାଙ୍କ ଝିଅଙ୍କୁ ଯେଉଁ ପରି ଗଣଦୁଷ୍କର୍ମ କରି ପୋଡି ଦିଆଯାଇଛି ଅଭିଯୁକ୍ତ ମାନଙ୍କୁ ମଧ୍ୟ ସେହି ପରି ଦଣ୍ଡ ଦେବାକୁ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ