ବିଶ୍ୱଶାନ୍ତି ପିଙ୍ଗଳାକ୍ଷ ଯଜ୍ଞ ଉଦ୍‌ଯାପିତ

ଖୋର୍ଦ୍ଧା, (ଯୁଗାବ୍ଦ ନ୍ୟୁଜ):ନୟାପଲ୍ଲୀ ଗ୍ରାମରେ ଅନୁଷ୍ଠିତ ହୋଇଥିବା ବାବା ପିଙ୍ଗଳାକ୍ଷ ବିଶ୍ୱଶାନ୍ତି ଯଜ୍ଞ ଉଦ୍‌ଯାପିତ ହୋଇଯାଇଛି । ବିଶ୍ୱବାସୀଙ୍କ କଲ୍ୟାଣ ପାଇଁ ପ୍ରାର୍ଥନା ହେବା ସହିତ ପୂର୍ଣ୍ଣାହୁତି ସହ ଏହା ସମାପନ ହୋଇଛି । ସମାଜସେବୀ ନାରାୟଣ ଖୁଣ୍ଟିଆ ସହ ଗ୍ରାମର ପ୍ରମୁଖ ବ୍ୟକ୍ତିତ୍ୱମାନେ ଉପସ୍ଥିତ ରହିବା ସହ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ