ପ୍ରେମର ୪୦ତମ ବାର୍ଷିକ ଉତ୍ସବ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ମୋହନା ଅଞ୍ଚଳରେ ବସବାସ କରୁଥିବା ଦଳିତ, ନିଷ୍ପେସିତ ଏବଂ ଅବହେଳିତ ଜନତାଙ୍କ ସାମାଜିକ, ଆର୍ଥିକ, ଶିକ୍ଷା, ସ୍ବାସ୍ଥ୍ୟର ବିକାଶ କ୍ଷେତ୍ରରେ ଭାରତ ବର୍ଷର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ପ୍ରେମ୍ର ଅବଦାନ ଅତୁଳନୀୟ ବେଲି ଦୀଘ ୪ ଦଶନ୍ଧି ଧରି ମେହନାରୁ କାଯ୍ୟ ଆରମ୍ଭ କରିଥିବା ପୂତ୍ତି ଅବସରରେ ଗତ ୧୯ ତାରିଖରେ ଆୟୋଜିତ କାଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥିମାନେ ଉପରେକ୍ତ ମନ୍ତବ୍ୟ ଦେବା ସହିତ ଅନୁଷ୍ଠାନର ଉତ୍ତେରେତ୍ତର ଉନ୍ନତି କାମନା କରିଥିଲେ. ୪୦ ବର୍ଷ ପୂତ୍ତିର୍ ଅବସରରେ ଆୟେଜିତ କାଯର୍ୟକ୍ରମରେ ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ଦାଶରଥୀ ଗମାଙ୍ଗ, ନାରାୟଣ ରାଓ, ସିପିଏମ୍ ନେତା ଅଳି ପଟ୍ଟନାୟକ, ନବୀନ ସମ୍ପାଦକ ରବି ରଥ, ସଭାପତି ଡ଼. ଜାକେବ୍ ଥୁଣ୍ଡ୍ରିଲଙ୍କ ବକ୍ତବ୍ୟ ରଖିଥିଲେ.ପ୍ରେମ ସଭାପତି ଡ଼. ଜାକେବ ଥୁଣ୍ଡ୍ରିଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ପ୍ରେମ ସହିତ ଦୀର୍ଘଦିନର ତାଙ୍କର ସମ୍ପର୍କ ଏବଂ ତାଙ୍କ କାଯର୍ୟକଳାପର ଭୂୟସୀ ପ୍ରଶଂସା କରିଥିଲେ ଗଞ୍ଜାମ, ଗଜପତି ଜିଲାରେ ଦେଖା ଦେଇଥିବା ସମସ୍ତ ପ୍ରାକୃତିକ ବିପଯର୍ୟୟର ମୁକାବିଲା କ୍ଷେତ୍ରରେ ପ୍ରେମର ଦାନ ଅତୁଳନୀୟ ବେଲି କହିଥିଲେ ସମ୍ମାନିତ ଅତିଥି ଭାବେ ମେହନା ବିଧାୟକ ଦାଶରଥୀ ଗମାଙ୍ଗେ ତାଙ୍କ ଭାଷଣରେ ସରକାର ଯେଜନାମାନ କରୁଛନ୍ତି, କିନ୍ତୁ ପ୍ରଶାସନିକ ଅଧିକାରୀମାନଙ୍କ ଆନ୍ତରିକତା ଅଭାବରୁ ଯେଜନାଗୁଡ଼ିକ କାଯର୍ୟକାରୀ ହେବାରେ ପ୍ରତିବନ୍ଧକ ସୃଷ୍ଟି ହେଉଛି କିନ୍ତୁ ସ୍ବେଚ୍ଛାସେବୀ ସଂଗଠନମାନେ ତାକୁ ବେଶ୍ ଆନ୍ତରିକତାର ସହ କାଯର୍ୟ କରି ସାଧାରଣ ଲେକଙ୍କ ନିକଟତର ହେଇପାରିଛନ୍ତି ଅନ୍ୟତମ ସମ୍ମାନିତ ଅତିଥି ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ ଯେଜନାର ସଫଳତା ପାଇଁ ପ୍ରେମ୍ କାଯର୍ୟପନ୍ଥାକୁ ଅନୁସରଣ କରିବା ଉଚିତ କେନ୍ଦ୍ର ସରକାର ବିଭିନ୍ନ ଯେଜନାରେ ସାଧାରଣ ଦଳିତ, ନିଷ୍ପେସିତ ଜନତାଙ୍କ ପାଇଁ ଯେଜନା କରୁଥିଲେ ମଧ୍ୟ ତାହା କାଯର୍ୟକାରୀ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି ହେଉଛି ତେଣୁ ଏଥିପାଇଁ ସମସ୍ତଙ୍କ ସହଯେଗର ଆବଶ୍ୟକତା ରହିଛି ବେଲି କହିଥିଲେ ଅନ୍ୟତମ ବକ୍ତା ସିପିଆଇ(ଏମ) ସାଧାରଣ ସମ୍ପାଦକ ଅଳି କିଶେର ପଟ୍ଟନାୟକ ପ୍ରେମ ସଭାପତି ଓ ତାଙ୍କ ପରିବାରର ତ୍ୟାଗ, ଉତ୍ସର୍ଗୀକୃତ ମନେଭାବ ଯେଗୁଁ ଏହି ସଂଗଠନ ୪୦ ବର୍ଷରେ ପହଞ୍ଚପାରିଛି ବେଲି କହିଥିଲେ ଶ୍ରୀ ପଟ୍ଟନାୟକ କହିଲେ ରାଜନୈତିକ ଦଳର ପରିବର୍ତ୍ତନରେ ସାଧାରଣ ଜନତାଙ୍କ ପରିବର୍ତ୍ତନ ହୁଏ ନାହିଁ ତେଣୁ ବ୍ୟବସ୍ଥାର ପରିବର୍ତ୍ତନ ପାଇଁ ତଳସ୍ତରରୁ ଉଦ୍ୟମ ହେବା ଆବଶ୍ୟକ ନବୀନର ସମ୍ପାଦକ ରବି ରଥ ତାଙ୍କ ଭାଷଣରେ ପ୍ରେମ ୪୦ ବର୍ଷ ତଳୁ ଯେଉଁସବୁ କାଯର୍ୟକ୍ରମ କରି ଆରମ୍ଭ କରିଥିଲା ତାହା ବର୍ତ୍ତମାନ ସରକାର ଅନୁସରଣ କରି କାଯର୍ୟକାରୀ କରୁଛନ୍ତି ଭାରତ ବର୍ଷରେ ଛତୁ ଫୁଟିଲା ଭଳି ସ୍ବେଚ୍ଛାସେବୀ ସଂଗଠନମାନ ରହିଥିଲେ ମଧ୍ୟ ନିଷ୍ଠା ଓ ପ୍ରତିବଦ୍ଧତା ନଥିବାରୁ ସେହି ସଂଗଠନମାନେ ଲୀନ ହେଇଯାଉଛନ୍ତି କିନ୍ତୁ ପ୍ରେମ ସଂଗଠନ ତାର ନୀତି ଆଦର୍ଶ ବଜାୟ ରଖ ୪୦ ବର୍ଷରେ ପଦାର୍ପଣ କରିଛି ଏହା କମ ଗୌରବର କଥା ନୁହେଁ ଶ୍ରୀ ରଥ ପ୍ରକାଶ କରିଥିଲେ ପ୍ରେମର ସମ୍ପାଦକ ଡ଼. ଚାକେ ପୁରୁଭାନାନି ପ୍ରେମର ଇତିହାସ ସମ୍ପର୍କରେ ସୂଚନା ଦେଇଥିଲେ ଓଡ଼ିଶା ଦଳିତ ମଞ୍ଚର ରାଜ୍ୟ ସଂଯେଜକ ଡ଼. କୁମାର ପ୍ରଶାନ୍ତ, ଇଡ଼ୁକେର କଣ୍ଟ୍ରି ଡାଇରେକ୍ଟର ଡ଼. ଗୁରୁ ପ୍ରସାଦ ରାଓ, ଏକ୍ସିସ୍ ବ୍ୟାଙ୍କ ପ୍ରତିଷ୍ଠାନର ପୂର୍ବତନ ସିଇଓ ବାବୁ ଯେଶେଫ କମୁ୍ୟନିଟି ଏଇଡ ଏବେର୍ଡର ପୂର୍ବତନ ଆଞ୍ଚଳିକ ସଂଯେଜକ ଅଗସ୍ତିନ ଉଲାତିଲ, ପ୍ରେମର ଲେକ ସମ୍ପର୍କ ଅଧିକାରୀ ରତନ ମିଶ୍ର ପ୍ରମୁଖ ଉଦବେଧନ ଦେଇ ପ୍ରେମର ଉତ୍ତରେତ୍ତର ଉନ୍ନତି କାମନା କରିଥିଲେ ଭାଲେରିଆନ ଡି ଲିମା ସଂଗଠନର ବାଷିର୍କ ବିବରଣୀ ପାଠ କରିଥିଲେ କାଯର୍ୟକ୍ରମ ଅବସରରେ ପ୍ରେମର ବିଭିନ୍ନ କାଯର୍ୟକ୍ରମରେ ସମ୍ପୃକ୍ତ ରହି ସହଯେଗ କରି ଆସୁଥିବା ଶତାଧିକ ବ୍ୟକ୍ତିବିଶେଷଙ୍କ ପ୍ରେମ ସଭାପତି ଓ ସମ୍ପାଦକ ସମ୍ବଦ୍ଧିର୍ତ କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଜୟକୃଷ୍ଣ ହେତା, ତ୍ରିପତି ମିଶ୍ର, ନବୀନ ମିଶ୍ର, ଶ୍ରୀନିବାସ ରାଓ, କାଳି ଚରଣ ଦାଶ, ରବି ମହାନ୍ତି, ପ୍ରସାଦ ରାଓ, ରବି କୁମାର, ସିରିଏଲ ନାୟକ, ସରଳ ସୁକାନ୍ତ ନାୟକ, ବ୍ରଜ କିଶେର ବେହେରା, ସୁବେଧକାନ୍ତ ଲିମା, ସରିତା ରଇତ, ଇନେସେଣ୍ଟ ପାଣି, ରାଜେନ୍ଦ୍ର ଦେରା, ପୃଥିବୀରାଜ ଦଣ୍ଡସେନା, ହିମାନି ଦାସ, ଗେବିନ୍ଦ ନାୟକ ପ୍ରମୁଖ କାଯ୍ୟକ୍ରମ ପରିଚାଳନାରେ ସହଯେଗ କରିଥିଲେ ଅଞ୍ଚଳର ହଜାର ହଜାର ପୁରୁଷ ମହିଳା ଉପସ୍ଥିତ ଥିଲେ ଏହି ଅବସରରେ ୪୦ ବର୍ଷର ଇତିହାସ ସମ୍ପର୍କରେ ଦୁଇଟି ପୁସ୍ତକ ଅତିଥିଙ୍କ ଦ୍ବାରା ଉନ୍ମୋଚିତ ହେଇଥିଲା ଏହି ଅବସରରେ ସ୍ଥାନୀୟ କଳାକାରଙ୍କ ଦ୍ବାରା ଆଦିବାସୀ ନୃତ୍ୟ, ସଂଗୀତ ପରିବେଷଣ କରାଯାଇଥିଲା ନିର୍ମଳା ଫାଉଣ୍ଡେସନର ଛାତ୍ରୀମାନେ ସ୍ବାଗତ ସଂଗୀତ ପରିବେଷଣ କରିଥିଲେ.