ଚିକିଟି ବ୍ଲକ ରେ ପ୍ଲାଷ୍ଟିକ ଚାଉଳ ଗୁଜମ

ଚିକିଟି, (କୁରେସ ସାହୁ):ଚିକିଟି ବ୍ଲକ କତୁରୁ ପଞ୍ଚାୟତ ର କତୁରୁ ଗ୍ରାମରେ ପ୍ଲାଷ୍ଟିକ ଚାଉଳର ଗୁଜବ ଦେଖିବାକୁ ମିଳିଛି । ଗତକାଲି କତୁରୁ ପଞ୍ଚୟତ ର ମା ପୋଲାମା ନାମକ ଏକ shg ଗ୍ରୁପ ଚାଉଳ ବଣ୍ଟନ କରିଥିଲା ଏହି ଚାଉଳ କୁ ଲୋକେ ଘରକୁ ନେଇ ଦେଖିଲେ ଯେ ସେହି ଚାଉଳ ପାଟିରେ ଗଡି କଲେ ଛିଣ୍ଡୁନି ଓ ଗୁଣ୍ଡ ମଧ୍ୟ ହେଉନାହିଁ। ସବୁତକ ଚାଉଳରୁ ବାଛି କିଛି ଚାଉଳ ନେଇ ସେହି ବଣ୍ଟନ କରିଥିବା ଗୁପ କୁ ପଚାରିବାରୁ ତାହା ଭିଟାମିନ ଚାଉଳ ବୋଲି କହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ