ରାଜଲଷ୍ମୀ ଓଝା ହେଲେ ଗୋପ ବ୍ଲକ ଟପର
ନିମାପଡ଼ା, (ସନ୍ତୋଷ ଦାଶ):ଚଳିତ ବର୍ଷ +୨ ବିଜ୍ଞାନ ରେ ପୁରୀ ଜିଲ୍ଲାର ଗୋପ ମହାବିଦ୍ୟାଳୟ ରେ ଅଧୟନରତ ଛାତ୍ରୀ ରାଜଲକ୍ଷ୍ମୀ ଓଝା +୨ ବିଜ୍ଞାନ ରେ ସର୍ବାଧିକ ୪୮୪ ନମ୍ବର ରଖି କଲେଜ ର ଟପର ହୋଇଥିବାରୁ ଗୋପ ସୁରକ୍ଷା ମଞ୍ଚ ର ସଭାପତି ଓ ମୋ କଲେଜ ଅଭିଯାନର ସମସ୍ତ ସଦସ୍ୟ ଏବଂ ଗୋପ କଲେଜ ପରିଚାଳନା କମିଟିର ସଭାପତି ପ୍ରକାଶ ଚନ୍ଦ୍ର ଖଟୋଇ ଙ୍କ ତରଫରୁ ଶୁଭେଚ୍ଛା ବାର୍ତ୍ତା ଜ୍ଞାପନ କରିଛନ୍ତି କ୍ଷ ରାଜଲକ୍ଷ୍ମୀ ଓଝା ସାଗରୀକା କୋଚିଙ୍ଗ ସେଣ୍ଟର କୁ ସମସ୍ତ ଶ୍ରେୟ ଦେବା ସହିତ ପିତାମାତା ଓ ଗୁରୁଜନ ମାନଙ୍କୁ ଦେଇଛନ୍ତି କ୍ଷ ଏଥିପାଇଁ ତାଙ୍କୁ ଗୋପ ସାମ୍ବାଦିକ ସଂଘ ଓ ବିଭିନ୍ନ ଅନୁଷ୍ଠାନ ତରଫରୁ ଶୁଭେଚ୍ଛା ର ବାର୍ତ୍ତା ପ୍ରଦାନ କରାଯାଇଛି


