ଦାପ୍ତା ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଦାପ୍ତା ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛିl ଏହି ଅବସରରେ ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଗୁଡ଼ିଆଲିପଦର ଠାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା l ଏହି ସଭାରେ ରେ ସ୍ଥାନୀୟ ଅଂଚଳର ଶତାଧିକ ମହିଳା ଓ ପୁରୁଷ ସାମିଲହୋଇ ବିଶ୍ୱ ପରିବେଶ ଦିବସର ଉଦେଶ୍ୟ ଉପରେ ଆଲୋଚନା କରିଥିଲେ l ଏହି ଅବସରେ ଡିସ୍ଟିକ ପ୍ଲାନିଂ ଅଧିକାରୀ, ୱାଟରସେଡ ଅଧିକାରୀ, ବନବିଭାଗ ଅଧିକାରୀ ମାନେ ସାମିଲ ହୋଇ ଗଛ ଲଗାଇବା, ଜଙ୍ଗଲ ସୃଷ୍ଟି କରିବା ଓ ଏହାର ଉପକାରିତା ସମ୍ପର୍କରେ ଆଲୋକପାତ କରିଥିଲେ lଏହି କାର୍ଯ୍ୟକ୍ରମରେ ଦପ୍ତା ସଂସ୍ତାର ରାଜୁ ଶର୍ମା, ସରସ୍ବତୀ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ. ଏହି ଅବସରରେ ସଂସ୍ଥା ପକ୍ଷରୁ ଲାଞ୍ଜିଗଡ଼ ବ୍ଲକ ବେନ ଗାଁଓ ବିଜେପୁର ଠାରେ ମଧ୍ୟ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ