ଫୁଲବାଣୀ ମେଡିକାଲ କଲେଜ ପରିସରରେ ୫ଫୁଟ ର ଅଜଗର ସାପ ଉଦ୍ଧାର

ଫୁଲବାଣୀ, (ସୁର୍ଯ୍ୟ ନାରାୟଣ ବେହେରା):ଆଜି ମଧ୍ୟାହ୍ନ ସମୟରେ ୧୨:୩୦ ସମୟରେ ଫୁଲବାଣୀ ମେଡିକାଲ କଲେଜ ପରିସରରେ ଏକ ୫ଫୁଟର ଅଜଗର ସାପ ପଶିଯାଇଥିବା ନେଇ କଲେଜ କାର୍ଯ୍ୟ ନିର୍ମାଣ କରୁଥିବା ସଂସ୍ଥା ରୁ ଟିମ୍ ହ୍ୟୁମାନିଟି କନ୍ଧମାଳ ର ଆବାହକ ଙ୍କୁ ଯୋଗାଯୋଗ କରାଯାଇଥିଲାl ତୁରନ୍ତ ଟିମ ର ସ୍ନେକ ହେଲ୍ପଲାଇନ ସଦସ୍ୟ ଭି. ଜଗନ୍ନାଥ ରାଜୁ, ଅନୁପ ବିକ୍ରମ ପାତ୍ର , ରବୀନ୍ଦ୍ର ମହାରଣା , ଶିବପ୍ରସାଦ ପାତ୍ର , ଏବଂ ମହେଶ ସୁବୁଦ୍ଧି ଉକ୍ତ ସ୍ଥାନରେ ପହଞ୍ଚି ସାପଟିକୁ ଉଦ୍ଧାର କରାଯାଇ ଦୂର ଜଙ୍ଗଲ ରେ ଛାଡି ଦିଆଗଲା। ଟିମ୍ ସଦସ୍ୟଙ୍କ ତତ୍ପରତା ଏବଂ ସାହାସିକ ପଦକ୍ଷେପ ପାଇଁ ସ୍ଥାନୀୟ କଲେଜ କର୍ମଚାରୀ ସାଧୁବାଦ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ