ବିପଦ ଶଙ୍କୁଳ ଅବସ୍ଥା ରେ ବିଦ୍ୟୁତ୍ ଟ୍ରାନ୍ସ୍ ଫମର
କାଶୀନଗର, (ରାଜେଶ କୁମାର ପଟ୍ଟନାୟକ):କାଶୀନଗର NAC ର ମୁଖ୍ୟ ସ୍ଥାନ ବସଷ୍ଟାଣ୍ଡ ଠାରେ ଥିବା ବିଦ୍ୟୁତ୍ ବିଭାଗର ଟ୍ରାନ୍ସ୍ ଫମର ବିପଦ ଅବସ୍ଥା ରେ ରହିଛି l ଏହି ଠାରେ କୋଣସି ପ୍ରକାର ତାର ବାଡ କିମ୍ବା ସୁରକ୍ଷା ପାଚେରି ନିର୍ମାଣ ହୋଇନାହିଁ l ଯାହା ଜଣା ଯାଏ ବିପଦ କୁ ନିମନ୍ତ୍ରଣ କରିବା ନେଇ ବିଦ୍ୟୁତ୍ ଟ୍ରାନ୍ସ୍ ଫମର ସେଠାରେ ସେଠାରେ ଅବସ୍ଥାପିତ ହୋଇଛନ୍ତି l ସେହି ଠାରେ ମାଛ ମାଂସ ପନିପାରିବ ଦୋକାନ ଯୋଗୁଁ ଦୈନିକ ସର୍ବ ସାଧାରଣ ଙ୍କ ଯାତାୟତ ରାସ୍ତା ବିଦ୍ୟୁତ୍ ବିଭାଗ ଦୃଷ୍ଟି ଦେଇ ପାଚେରି ନିର୍ମାଣ ନିମନ୍ତେ ଜନସାଧରଣ ଙ୍କ ଦାବି ରହିଛି l