ରାତିରେ ଝିଅମାନେ ଇଣ୍ଟରନେଟରେ କ’ଣ କରନ୍ତି…

ସମ୍ପ୍ରତି ପ୍ରତି ଲୋକଙ୍କ ପାଇଁ ଇଣ୍ଟର୍‌ନେଟ୍‌ ଏକ ଅପରିହାର୍ଯ୍ୟ ଅଙ୍ଗରେ ପରିଣତ ହୋଇସାରିଛି। ସାଙ୍ଗ ସହ ଚାଟିଂଠାରୁ ଆରମ୍ଭ କରି ସୋସିଆଲ ସାଇଟ ଦ୍ୱାରା ବିଭିନ୍ନ ଘଟଣା ସମ୍ବନ୍ଧରେ ସୂଚନା ପାଇବା କେବଳ ଇଣ୍ଟର୍‌ନେଟ୍‌ ଦ୍ୱାରା ହିଁ ସମ୍ଭବ ହେଇଥାଏ I ତେବେ ଝିଅମାନେ ରାତିରେ କ’ଣ ଅଧିକ ସର୍ଚ୍ଚ କରନ୍ତି, ଆସନ୍ତୁ ଏଠାରେ ଜାଣିବା।
ଅନଲାଇନ ସପିଙ୍ଗ ସହ ଜଡିତ କଥା : ଏପରି କୁହାଯାଇଥାଏ କି ଅଧିକାଂଶ ଯୁବତୀ ନିଜର ଖାଲି ସମୟରେ ଅନଲାଇନ ସପିଙ୍ଗ ସାଇଟର ବ୍ୟବହାର କରିଥାନ୍ତି I ଅନଲାଇନ ସପିଙ୍ଗ ସାଇଟରେ ନିଜର ଅଧିକାଂଶ ସମୟ ବିତାଇଥାନ୍ତି I ଏହା ମଧ୍ୟ ଦେଖିଥାନ୍ତି କେଉଁ ଜିନିଷ କେଉଁଠି ଅଧିକ ଡ଼ିସକାଉଣ୍ଟରେ ମିଳିଥାଏ I
ଫେସନ ଟିପ୍ସ : ଆଜିକା ସମୟରେ ଅଧିକାଂଶ ଯୁବତୀ ନିଜର ସୁନ୍ଦରତା ବୃଦ୍ଧିର କାରଣ ବିଷୟରେ ଜାଣିବାକୁ ଇଣ୍ଟର୍‌ନେଟର ସହାୟତା ନେଇଥାନ୍ତି I ଝିଅମାନେ ସର୍ବଦା ହେୟାର ଷ୍ଟାଇଲ ଆଦି ବିଷୟରେ ଅଧିକ ସର୍ଚ୍ଚ କରିଥାନ୍ତି I
ଶବ୍ଦର ଅର୍ଥ ବିଷୟରେ : ସୂଚନା ମୁତାବକ ଝିଅମାନେ ପୁଅଙ୍କ ଅପେକ୍ଷା ଇଣ୍ଟର୍‌ନେଟରେ ଅଧିକ ଦରକାରୀ ଜିନିଷ ସର୍ଚ୍ଚ କରିଥାନ୍ତି I ଯାହା କି ଖୁବ କମ ଲୋକେ ଜାଣିଛନ୍ତି ଗୁଗୁଲର ବ୍ୟବହାର କରୁଥିବା ଅଧିକାଂଶ ଯୁବତୀ କାହାରି ସହ ବେଶ କଥାବାର୍ତ୍ତା କରିବାକୁ ପସନ୍ଦ କରି ନ ଥାନ୍ତି I ଏକାକୀ ବସି ଅନଲାଇନରେ କିଛି ଶିକ୍ଷଣୀୟ ଜିନିଷ ଜାଣିବାକୁ ଚେଷ୍ଟା କରିଥାନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ