ବାନାମ୍ବର ସାହୁଙ୍କ ବିୟୋଗରେ ଶୋକସଭା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଅବସରପ୍ରାପ୍ତ ଶିକ୍ଷକ, ସମାଜସେବୀ ବାନାମ୍ବର ସାହୁଙ୍କ ବିୟୋଗରେ ଦୁହୁରିଆସ୍ଥିତ ଶିକ୍ଷକ ସଙ୍ଘ କାର୍ଯ୍ୟାଳୟରେ ଏକ ଶୋକସଭା ମଦନମୋହନ ବେହେରାଙ୍କ ଆହ୍ୱାନରେ ତପନ କୁମାର ସିଂହ, ହେମନ୍ତ ଜେନା, କାର୍ତ୍ତିକ ଚରଣ ନାୟକ, ନିର୍ମଳ ନାୟକଙ୍କ ସମେତ ବହୁ ଶିକ୍ଷକ,ଶିକ୍ଷୟିତ୍ରୀଙ୍କ ସମେତ ଉତ୍କଳ ସମ୍ମିଳନୀର କର୍ମକର୍ତ୍ତାମାନେ ଯୋଗଦେଇ ବାନାମ୍ବରବାବୁଙ୍କ ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ