ଭଗବତ ସପ୍ତାହ ପାଳିତ

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ବ୍ରହ୍ମପୁରସ୍ଥିତବିଜିପୁର ଜଗନ୍ନାଥ ମନ୍ଦିରରେ ସୋମବାରଠାରୁ ଭଗବତ ସପ୍ତାହ ଆରମ୍ଭ ହୋଇଯାଇଛି । ଏହା ପରେ ଓଁ ନମଃ ଭଗବତେ ବାସୁଦେବାୟ ମନ୍ତ୍ରରେ ୧୦୮ ଅର୍ଚ୍ଚନା , ତୁଳସୀ ଅର୍ପଣ କରାଯାଇଛି । ଏହା ସହ ମାରୁତି ଭକ୍ତମାନଙ୍କ ଦ୍ୱାରା ସୁନ୍ଦରାକାଣ୍ଡ ଯଥା ଭଜନ କୀର୍ତ୍ତନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରବୀନ୍ଦ୍ର ସାହୁ , ସହଦେବ ପାତ୍ର , ପ୍ରମୋଦ ପାତ୍ର , ରଘୁନାଥ ପାତ୍ର , ରୀତା ସାହୁ , ରାଜାରାମ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ