କୋଟା ହସ୍ପିଟାଲରେ ବାସ୍ପପତି ଓମ୍ ବିର୍ଲା

ଜୟପୁର- ନବଜାତ ଶିଶୁଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଥିବା କୋଟାର ଏକ ସରକାରୀ ହସ୍ପିଟାଲ କୁ ରବିବାର ଲୋକ ସଭା ବାସ୍ପପତି ଓମ୍ ବିର୍ଲା ଗସ୍ତ କରିଥିଲେ। ସେଠାରେ ସେ ମେଡିକାଲ ଉପକରଣ ଓ ଭିତ୍ତି ଭୂମି ଠୁକ୍ ନଥିବା କହିବା ସହ ଅନେକ ଯନ୍ତ୍ରପାତି କାମ କରୁନଥିବା ଦେଖିବାକୁ ପାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ