ଚୋରା ଦେଶୀମଦ ଜବତ ଜଣେ ଗିରଫ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ ପେଟ୍ରୋଲିଂ ସମୟରେ ସ୍ଥାନୀୟ ଷ୍ଟାଡିୟମ ରାସ୍ତା ନିକଟରୁ ଜଣେ ବ୍ୟକ୍ତିଙ୍କ ଠାରୁ ୨୦ଲିଟର ଚୋରାଦେଶୀମଦ ଜବତ ହୋଇଥିବା ଜଣାପଡିଛି । ପୋଲିସ ପକ୍ଷରୁ ପେଟ୍ରୋଲିଂ ସମୟରେ ସ୍ଥାନୀୟ ଷ୍ଟାଡିୟମ ରାସ୍ତା ନିକଟରେ ସି.ଏଚ୍‌.ଭାନୁ ନାମକ ବ୍ୟକ୍ତିଙ୍କୁ ସନ୍ଦେହରେ ପଚରା ଉଚରା କରିବାରୁ ତାଙ୍କ ନିକଟରୁ ୨୦ଲିଟର ଦେଶୀ ମଦ ଜବତ ହୋଇଥିଲା । ଏ ସମ୍ପର୍କରେ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ୨୬୮/୧୯ରେ ଏକ ମାମଲା ରୁଜୁ ହୋଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ତଦନ୍ତକାରୀ ଅଧିକାରୀ ଏ.ଏସ୍‌.ଆଇ. ଭୋଳାନାଥ ପଣ୍ଡା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ