ଗଞ୍ଜାମ ଉତ୍କଳ ବାଳାଶ୍ରମରୁ ୧୩ ନାବାଳିକା ନିଖୋଜ 07/01/2020 YWPSENU6 0 Comments ଉତ୍କଳ ବାଳାଶ୍ରମରୁ ୧୩ ନାବାଳିକା ନିଖୋଜ ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍): ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉତ୍କଳ ବାଳାଶ୍ରମରୁ ଗତକାଲି ବିଳମ୍ବିତ ରାତିରେ ୧୩ ଜଣ ଅନ୍ତୋବାସୀ ଛାତ୍ରୀ ନିଖୋଜ ହୋଇଛନ୍ତି ।ବାଳାଶ୍ରମର କର୍ତ୍ତୁପକ୍ଷଙ୍କ ତରଫରୁ ଗୋଷାଣିନୁଆଗାଁ ଥାନାରେ ଅଭିଯୋଗ ପରେ ପୋଲିସ ତରଫରୁ ନିଖୋଜ ଛାତ୍ରୀ ମାନଙ୍କୁ ଉଦ୍ଧାର କରିବା ନିମନ୍ତେ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି । Spread the love