ଶିଶୁ ଦିବସ ପାଳନ କଲେ ଛାତ୍ରଛାତ୍ରୀ

ଘଟଗାଁ- ଆଜି ସାରା ଭାରତ ବର୍ଷ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମ ଦିନ ଉପଲକ୍ଷେ ଶିଶୁ ଦିବସ ପାଳନ କରୁଥିବା ବେଳେ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍

Read more

ନଗୁଡୁରେ ବିଶ୍ବ ମଧୁମେହ ଦିବସ

‘(ବୁଗୁଡ।) ବୁଗୁଡ। ବ୍ଲକ ଅନ୍ତର୍ଗତ ମ।ଣିତର। ସ୍ୱ।ସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପକ୍ଷରୁ ଗୁରୁବ।ର ଦିନ ବିଶ୍ୱ ମଧୁମେହ ଦିବସ ନଗୁଡୁ ନଟବର ନୋଡ।ଲ ଉଚ୍ଚ ବିଦ୍ୟ।ଳୟ

Read more

ଆନ୍ତଃରାଜ୍ୟ ଫୁଟବଲ୍ ଟୁର୍ଣ୍ଣାମେନ୍ଟ, ପନ୍‌ଚସଖା ଚମ୍ପିଅନ୍

ଯୋଡ଼ା (ଯୁଗାଦ୍ଦନ୍ୟୁଜ) ଚଳିତ ନଭେମ୍ବର ମାସ ୬ ତାରିଖଠାରୁ ୧୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଆନ୍ତଃରାଜ୍ୟ ଫୁଟ୍‌ବଲ ଟୁର୍ଣ୍ଣାମେନ୍ଟରେ ଯୋଡା ବ୍ଲକର ବିଲେଇପଦା ପନ୍‌ଚସଖା-୧୧ ଦଳର ଖେଳାଳିମାନେ

Read more

ଯୋଡା ଟାଟା ଷ୍ଟିଲ ପକ୍ଷରୁ ମଧୁମେହ ରୋଗ ଉପରେ ସଚେତନତା

ଯୋଡ଼ା (ଯୁଗାଦ୍ଦନ୍ୟୁଜ) “ବିଶ୍ୱ ମଧୁମେହ ଦିବସ’ ଉପଲକ୍ଷେ ଟାଟା ଷ୍ଟିଲ ଯୋଡ଼ା ହସ୍ପିଟାଲ ପକ୍ଷରୁ ଗୁରୁବାର ମଧୁମେହ ରୋଗ ସମ୍ପର୍କରେ ଯୋଡା ସହରର ବିଭିନ୍ନ ସ୍ଥାନରେ ସଚେତନତା

Read more

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ, ହେଲପର ମୃତ 

ଯୋଡ଼ା (ଯୁଗାଦ୍ଦ ନ୍ୟୁଜ) କେନ୍ଦୁଝର ଜିଲା ଯୋଡା ଥାନା ଅନ୍ତର୍ଗତ ରାଜ୍ୟ ରାଜପଥ ନଂ ୨ ର ଡିବି ସିଂ ଛକ ନିକଟସ୍ଥ ରାସ୍ତାରେ ଏକ ୧୨

Read more

କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ବୃତ୍ତିଭିତିକ ପରାମର୍ଶ ପ୍ରଶିକ୍ଷଣ ଶିବିର

କେନ୍ଦ୍ରାପଡା – କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଗୁରୁବାର ପୂର୍ବାହ୍ନରେ ଏକ ବୃତ୍ତିଭିତିକ ପରାମର୍ଶ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ବରିଷ୍ଠ

Read more

କଳା,ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଓଡିଶାରେ ନାଉଗାଁ ପରିଚୟ ସ୍ୱତନ୍ତ୍ର

ନଉଗାଁ,: ନାଉଗାଁ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ୫ମ ନାଉଗାଁ ଉତ୍ସବର ଅବସରରେ ଶିଖରଘାଟ ବାଲିଯାତ୍ରା ପଡିଆରେ ରାଜ୍ୟସ୍ତରୀୟ କବିତା ପାଠ ଉତ୍ସବ ଓ କବି ସମ୍ମିଳନୀ ଅନୁଷ୍ଠିତ

Read more

ଲକ୍ଷ୍ମୀ ନୃସିଂହ କଳାମନ୍ଦିର ପକ୍ଷରୁ ଶିଶୁ ମହୋତ୍ସବ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ହିଞ୍ଜିଳିକାଟୁ ଲକ୍ଷ୍ମୀ ନୃସିଂହ କଳାମନ୍ଦିର ପକ୍ଷରୁ ଶିଶୁ ଦିବସ ଅବସରରେ ଗୁରୁବାର ସନ୍ଧ୍ୟାରେ କଳାମନ୍ଦିର ପରିସରରେ

Read more

ଗଜପତିରେ ଅଲୋଡା ପ୍ରଥମ ପ୍ରଧାନମନ୍ତ୍ରୀ ଚାଚା ନେହେରୁ ?

ପାରଳାଖେମୁଣ୍ଡି,-(ତାରିଣୀ ପ୍ରସାଦ ପଣ୍ଡା) ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବହାରଲାଲ ନେହେରୁଙ୍କୁୁ ଗଜପତି ଜିଲ୍ଲାରେ ଅଣଦେଖା କରାଯାଇଛି । ଆଜି ନେହେରୁଙ୍କ ଜନ୍ମଦିନ । ସାରା ଭାରତରେ ନେହେରୁଙ୍କ

Read more

କଟା ମୁଣ୍ଡ ଜବତ,ଜଣେ ଗିରଫ

ପାରଳାଖେମୁଣ୍ଡି,-(ତାରିଣୀ ପ୍ରସାଦ ପଣ୍ଡା) ଗଜପତି ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ହତ୍ୟାକାଣ୍ଡର ମୁଖ୍ୟ ଆସାମୀ ଗିରଫ ହୋଇଛି । ଶରୀରରୁ ମୁଣ୍ଡ କାଟି ନେଇଥିବା ମୁଣ୍ଡଟିକୁ ପୋଲିସ

Read more

Advertisement

ଏବେ ଏବେ