ପୌରପରିଷଦ କଂଗ୍ରେସ କମିଟି ପକ୍ଷରୁ ପ୍ରଧାନମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ
ଛତ୍ରପୁର ,(ଓ୍ବାଇଏନଏସ): ନିଟ୍ ପ୍ରଶ୍ନପତ୍ର ଲିକ୍ ଲିକ୍ ଓ ଦିଲ୍ଲୀରେ ବିଦ୍ୟାର୍ଥୀଙ୍କ ଆନ୍ଦୋଳନକୁ ପ୍ରତିହତ କରିବାକୁ କେନ୍ଦ୍ରର କଡ଼ା ଆଭିମୁଖ୍ୟ ପ୍ରତିବାଦରେ ଛତ୍ରପୁର ପୌରପରିଷଦ କଂଗ୍ରେସ କମିଟି
Read more










