ପୂଜା ସାମଗ୍ରୀ ଗୋଦାମ ଘରୁ ଚୋରି : ଥାନାରେ ଲିଖିତ ଅଭିଯୋଗ
ନାଉଗାଁ(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ନାଉଗାଁ ବଜାରର ଷ୍ଟେଟ ବ୍ୟାଙ୍କ ଏଟିଏମ ପାଶ୍ୱର୍ରେ ଥିବା ପୂଜା ସାମଗ୍ରୀ ଦୋକାନର ଗୋଦାମ ଗୃହରେ ଗଚ୍ଛିତ ଥିବା
Read moreନାଉଗାଁ(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ନାଉଗାଁ ବଜାରର ଷ୍ଟେଟ ବ୍ୟାଙ୍କ ଏଟିଏମ ପାଶ୍ୱର୍ରେ ଥିବା ପୂଜା ସାମଗ୍ରୀ ଦୋକାନର ଗୋଦାମ ଗୃହରେ ଗଚ୍ଛିତ ଥିବା
Read moreନାଉଗାଁ,(ଓ୍ବାଇଏନଏସ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଭାରାପ୍ରାପ୍ତ ବିଡିଓଙ୍କ ମନୋମୁଖୀ କାର୍ଯ୍ୟକୁ ନେଇ ବଛାଳୋ ପଂଚାୟତ ସମିତି ସଭ୍ୟ ଚନ୍ଦନ କୁମାର ଲେଙ୍କା ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।
Read moreନାଉଗାଁ,(ଓ୍ବାଇଏନଏସ): ଶିଶୁ ଶ୍ରମିକ ନିରାକରଣ ସଚେତନତା ପକ୍ଷ ଚାଲୁ ରହିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଅନୁଭବ ଦାସଙ୍କ ନେତୃତ୍ୱରେ ସହକାରୀ
Read moreନାଉଗାଁ:ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଓଡପଏଙ୍ଗା ଗ୍ରାମର ଛାତ୍ର ଆଶୁତୋଷ ଦାଶ ସର୍ବ ଭାରତୀୟ ନିଟ୍ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି। ଓଡପଏଙ୍ଗା ଗ୍ରାମର ପ୍ରକାଶ
Read moreନାଉଗାଁ(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ଗଙ୍ଗଦାହାଟ-କଲେଜ ରାସ୍ତାରେ ରବିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ ଏକ ସେଲୁନରେ ନିଆଁ ଲଗାଇ ଦେଇଛନ୍ତି। ଏନେଇ ସେଲୁନ୍
Read moreନାଉଗାଁ,((ଓ୍ବାଇଏନଏସ):ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ବେଣାପଡା ଗ୍ରାମର ଦାମୋଦର ମହାନ୍ତିଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଶନିବାର ସଂଧ୍ୟାରେ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ଦାମୋଦରଙ୍କ
Read moreନାଉଗାଁ(ଓ୍ବାଇଏନଏସ) :“ବିକଶିତ ଭାରତ-୨୦୪୭ ଓ୧ ଭିଜନ ଓଡିଶା-୨୦୩୬” ଶୀଷର୍କ ସଂକ୍ରାନ୍ତୀୟ ଜିଲ୍ଲାସ୍ତରୀୟ ପ୍ରବନ୍ଧ ପ୍ରତେିଯାଗିତା ଅନୁଷ୍ଠିତ ହୋଇଯାଇଛି। ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ଗଙ୍ଗଦାସ୍ଥିତ ଶ୍ରୀ ଶ୍ରୀ
Read moreନାଉଗାଁ (ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଘୋଡାଂଶ ପଂଚାୟତ ଚାନ୍ଦଖାପାଟଣା (ହରିନବେଇ) ମୌଜାର ଶେଷ ଭାଗରେ ମନରେଗା ଯୋଜନାରେ ଏକ ପୋଖରୀ ଖନନ କରାଯାଉଅଛି। ଯେଉଁ
Read moreନାଉଗାଁ (ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଡେରିକି ପ୍ରାଥମିକ ସେବା ସମବାୟ ସମିତିରେ ମୁଗ ଓ ବିରି ପାଇଁ ସୋମବାର ମଣ୍ଡି ଉଦ୍ଘାଟନ ହୋଇଯାଇଛି।
Read moreନାଉଗାଁ(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଅବଦଲପୁର ଗ୍ରାମର ଅମରନାଥ ମନ୍ଦିର ପ୍ରାଙ୍ଗଣରେ ନବନିର୍ମାଣ କୃଷକ ସଂଗଠନ ତରଫରୁ ଏକ ବ୍ଲକସ୍ତରୀୟ ସାଙ୍ଗଠନିକ ବୈଠକ ଜିଲ୍ଲା
Read more