“ଫେବୃଆରୀ ୨୪ ତାରିଖ ବିଧାନ ସଭା ଚାଲ” ବାରବାଟୀ କଟକ ବିଜୁ ଜନତା ଦଳ ପକ୍ଷରୁ ପ୍ରସ୍ତୁତି ବୈଠକ

କଟକ, (ଓ୍ବାଇଏନଏସ): ବାରବାଟୀ ଷ୍ଟାଡିୟମ ନିକଟରେ କଟକ ମେୟର ତଥା ବିଜୁ ଜନତା ଦଳର ରାଜ୍ୟ କୋଷାଧ୍ୟକ୍ଷ ଶ୍ରୀ ସୁବାସ ସିଂହ ନେତୃତ୍ୱରେ ଫେବୃଆରୀ ୨୪ ତାରିଖ ବିଧାନ ସଭା ଚାଲ….. ପରିପେକ୍ଷୀରେ ବାରବାଟୀ- କଟକ ବିଜୁ ଜନତା ଦଳ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି , ରାଜ୍ୟରେ ଦରଦାମ ବୃଦ୍ଧି, ମଣ୍ଡିରେ ଧାନ ପରି ରହିବା, କଟନି – ଛଟନି ନାମରେ ଗରିବ ଚାଷୀ ମାନଙ୍କୁ ଶୋଷଣ କରିବା , ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ତା ବିପର୍ଯ୍ୟସ୍ତ ହେବ। , ବିଭିନ୍ନ ପ୍ରକାର ନୂତନ ଭତ୍ତା କାର୍ଡ ସଂଖ୍ୟା ବୃଦ୍ଧି ନକରିବା, ସହ ରାଜ୍ୟ ସରକାର ଙ୍କ ମନମୁଖୀ କାର୍ଯ୍ୟ କରିବା ପ୍ରତିବାଦରେ ରାଜ୍ୟ ବିଜୁ ଜନତା ଦଳ ଆୱାନ କ୍ରମେ ବାରବାଟୀ – କଟକ ବିଜୁ ଜନତା ଦଳ ପକ୍ଷରୁ ଏକ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଯାଇଅଛି । ଏହି ସଭାରେ କଟକ ମେୟର ତଥା ବିଜୁ ଜନତା ଦଳର ରାଜ୍ୟ କୋଷାଧ୍ୟକ୍ଷ ଶ୍ରୀ ସୁବାସ ସିଂହ ଙ୍କ ସହ କଟକ ଜିଲ୍ଲା ବିଜୁ ଜନତା ଦଳ ର ସଭାପତି ପ୍ରଫୁଲ୍ଲ ସିଂ,ଜିଲ୍ଲା ମହିଳା ସଭାପତି ଅନିତା ବେହେରା , କଟକ ଜିଲ୍ଲା କାର୍ଯ କାରୀ ମହିଳା ସଭାପତି ପୁର୍ଣିମା ସିଂହ ,ପୂର୍ବତନ କଟକ ସହର ବିଜୁ ଜନତା ଦଳ ସଭାପତି ମଧୁସୁଧନ ସାହୁ, ପ୍ରବାସୀ ଓଡ଼ିଆ ସଂଘ ଆବାହକ ନନ୍ଦଲାଲ ସିଂହ ,ଏକରାମ ହୁସେନ, ରାଜ୍ୟ ବିଜୁ ଜନତା ଦଳ ଉପସଭାପତି ଜଗନ୍ନାଥ ସ୍ୱାଇଁ , ରମଜାନ ଖାନ, ପ୍ରଫୁଲ୍ଲ ବେହେରା, ଆଇନଜୀବୀ ସ୍ୱଦେଶ ଦାସ, ପ୍ରଫୁଲ୍ଲ ସାହୁ, ପ୍ରେମାନସୁ ଭୂଷଣ ବେହେରା, ଦେବେନ୍ଦ୍ର କାହାଳି, କର୍ପୋରେଟର ଏ ଶ୍ରୀଦେବୀ, ମୋନାଲିଶା ଦାସ, ଦୀପ୍ତି ମୟୀ ମୂଳିଆ, ପୁଷ୍ପିତା ମହାନ୍ତି, ଇତିଶ୍ରୀ ଦାସ, ବନଲତା ପ୍ରଧାନ, ଦୀପଞ୍ଜଳି ସିଂହ, ଆରତୀ ସାହୁ, ନମିତା ବାରିକ, ପ୍ରିୟମ୍ବଦା ମହାନ୍ତି, ଲକ୍ଷ୍ମୀ ପ୍ରିୟା ବେହେରା, କେ.ଜେଡ ଆଫ୍ରିନ, ପ୍ରଦୀପ କୁମାର ରାଉତ, ବସନ୍ତ ବେହେରା, ଚନ୍ଦନ ଜେନା, ପ୍ରଦୀପ କୁମାର ସାହୁ, ଇଫତୀକାର ଆଲାମ, ସତ୍ୟରାମ ସାହୁ, ଦେବେନ୍ଦ୍ର ପାଣିଗ୍ରାହୀ, ଅର୍ଦ୍ଧେହେନ୍ଧୁ ଶେଖର ମାଝୀ, ଦୀପ୍ତି ରଞ୍ଜନ ରାୟ, ପରେଶନାଥ ଦାସ, ସରୋଜ ରଞ୍ଜନ କର, ନବଦ୍ୱୀପ ଦାସ, ପ୍ରଭାତ ଦାସ, ଦେବେନ୍ଦ୍ର ନାଥ ମିଶ୍ର , ଧୀରେନ୍ଦ୍ର ପ୍ରତାପ, ବିଶ୍ୱନାଥ ଧୀର , ସୌମ୍ୟଦେର୍ଶନ ବେହେରା, ସୁଦାମ ପରିଡା, ବୀରେନ୍ଦ୍ର ବେହେରା, ବିଜ୍ଞାନ ମହାପାତ୍ର, ଜନସନ ମହାପାତ୍ର, ପୁର୍ଣିମା ସିଂହ , ସୀମରଣ ଜ଼ରିନ, ଶ୍ରୀମନଥିନି ଶତପଥୀ, ସୌମେନ୍ଦ୍ର ସାହୁ, ଜନ ଆଶିଷ ବରାଳ, କାଳିଚରଣ ପାଣିଗ୍ରାହୀ , ପ୍ରଦୀପ ବାରିକ, ସୟଦ ଶେଖାୱତ୍ ଅଲି , ସେକ ରିୟାଜ ବାରବାଟୀ- କଟକ ବିଜୁ ଜନତା ଦଳରର ଆଗଧାଡିର ନେତୃବୃନ୍ଦ , କର୍ମୀ ଯୁବକ, ମହିଳା, ଛାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ