ଗୋପାଳପୁର ବନ୍ଦରରେ ଜାତୀୟ ଅଗ୍ନିଶମ ସପ୍ତାହ

ଛତ୍ରପୁର, (ଓ୍ବାଇଏନଏସ): ଆଜି ଠାରୁ ଗୋପାଳପୁର ବନ୍ଦର ପରିସରରେ 82ତମ ଜାତୀୟ ଅଗ୍ନିଶମ ସପ୍ତାହ ପାଳନ ଶୁଭାରମ୍ଭ ହୋଇଯାଇଛି। ପୋର୍ଟ ମୁଖ୍ୟ ପ୍ରଶାନ୍ତ ପାତ୍ର ଏବଂ ଅନ୍ୟମାନେ 1944 ବମ୍ବେ ବନ୍ଦରରେ ସହୀଦ ହୋଇଥିବା ଅଗ୍ନିଶମ କର୍ମଚାରୀ ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିସାପ୍ତାହିକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି. ଅଗାମି ସପ୍ତାହ ରେ ଅଂଚଳ ର ବିଭିନ୍ନ ସ୍କୁଲ, କଲେଜ ଏବଂ ହସ୍ପିଟାଲ ରେ ଅଗ୍ନିଶମ ସଚେତନତା କାର୍ଯ୍ୟକ୍ରମ ସହିତ ଜିଲ୍ଲା ଅଗ୍ନିଶମ ବିଭାଗ ଓ ପୋର୍ଟ ର ମିଳିତ ଭାବେ ଏକ ମକ ଡ୍ରିଲ ମାଧ୍ୟ୍ୟ ଆୟୋଜନ କରିଯିବା ବୋଲି ଅଗ୍ନିଶମ ସୁରକ୍ଷା ବିଭାଗ ମୁଖ୍ୟ ସିଦ୍ଧାର୍ଥ ଦ୍ବିବେଦୀ ସୂଚନା ପ୍ରଦାନ କରିଛନ୍ତିl

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ