ଆଜି ସାବିତ୍ରୀ ଅମାବାସ୍ୟା ସ୍ୱାମୀଙ୍କ ଦୀର୍ଘାୟୁ ମନାସୀ ବ୍ରତ ପାଳୁଛନ୍ତି ସଧବା : ବିଭିନ୍ନ ମନ୍ଦିର ରେ ବ୍ରତଧାରୀଶ୍ରଦ୍ଧାଳୁ ଙ୍କ ଭିଡ଼
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :-ଆଜି ସାବିତ୍ରୀ ଅମାବାସ୍ୟା । ସ୍ୱାମୀଙ୍କ ମଙ୍ଗଳ ମନାସୀ ବ୍ରତ ପାଳୁଛନ୍ତି ସଧବା ଶ୍ରଦ୍ଧାଳୁ । ଯମରାଜଙ୍କ ପଛରେ ଯାଇ ସ୍ୱାମୀ ସତ୍ୟବାନଙ୍କ
Read more


