କେଥଲିକ ଚର୍ଚ୍ଚର ଫାଟକ ସମ୍ମୁଖରେ ଫାଦରଙ୍କ ବିରୋଧରେ ଧାରଣା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ସହରରେ ଥିବା କେଥଲିକ ଚର୍ଚ୍ଚର ଫାଦରଙ୍କ ବିଭିନ୍ନ ମନମୁଖୀ ଏକଛତ୍ରବାଦୀ ଶାସନ ବିରୋଧରେ ଚର୍ଚ୍ଚର ସଦସ୍ୟମାନେ ଫାଟକ ସମ୍ମୁଖରେ ଧାରଣା ଦେଇଛନ୍ତି.

Read more

Advertisement

ଏବେ ଏବେ