କ୍ୟାନ୍ସରରେ ହେଲା ମୃତ୍ୟୁ : କରୋନା ସନ୍ଦେହରେ ଶବକୁ ଗାଁରେ ପୁରାଇଲେନି ଗ୍ରାମବାସୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା)-ଗଜପତି ଜିଲ୍ଲାର ଏକ ସଂଘରୋଧ କେନ୍ଦ୍ରରେ କେନସର ପୀଡିତ ଆନ୍ଧ୍ର ଫେରନ୍ତା ଗଜପତି ପ୍ରବାସୀଙ୍କ ମୃତ୍ୟୁ ଆଜି ଭୋରରେ ଘଟିଥିବା ସୁଚନା ମିଳିଛି

Read more

Advertisement

ଏବେ ଏବେ