ଗଞ୍ଜାମ ଜିଲା ଦୌରା ଜଜ ଙ୍କ ଦିଗପହଣ୍ଡି ଗସ୍ତ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲା ଦୌରାଜଜ ଆନନ୍ଦ ଚନ୍ଦ୍ର ବେହେରା ଗୁରୁବାର ଦିଗପହଣ୍ଡି ଗସ୍ତ କରିଛନ୍ତି।  ଦିଗପହଣ୍ଡି ଠାରେ ସବଜଜ୍ କୋର୍ଟ ଖୋଲିବା ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି।

Read more

Advertisement

ଏବେ ଏବେ