ଲଖାରି ଅଭୟlରଣ୍ୟରେ ଜନ୍ତୁ ଶିକାର କରୁଥିଲେ,ଗିରଫ ୪ ଶିକାରୀ କୋର୍ଟ ଚାଲାଣ

ମୋହନା, (ଅଂଶୁମାନ ପଣ୍ଡା):ଶିକାର ବେଳେ ମାଡି ବସିଲା ବନ ବିଭାଗ l ୪ ଶିକାରୀ ଗିରଫ ହୋଇଥିବା ବେଳେ ୨୦ ରୁ ଅଧିକ ଫେରାର ହୋଇଯାଇଛନ୍ତି l

Read more

Advertisement

ଏବେ ଏବେ