ତନରତା ଅଷ୍ଟମ ସ୍ୱତନ୍ତ୍ର ପୋଲିସ ବାଟାଲିୟନରେ ପୋଲିସ ଗଠନ ଦିବସ ପାଳିତ

ବେଲଗୁଣ୍ଠା (ଜୁଗାବ୍ଦ ନ୍ୟୁଜ୍‍): ବେଲଗୁଣ୍ଠା ବ୍ଲକ୍‍ ଅନ୍ତର୍ଗତ ତନରତା ଠାରେ ଅବସ୍ଥିତ ଅଷ୍ଟମ ସ୍ତନ୍ତ୍ର ପୋଲିସ ବାଟାଲିୟନରେ ୮୪ତମ ପୋଲିସ ଗଠନ ଦିବସ ପାଳିତ ହୋଇଯାଇଚି ।

Read more

Advertisement

ଏବେ ଏବେ