ଥଇଥାନ ପାଇଁ କଲେଜ ଛକ ଉଠାଦୋକାନୀଙ୍କ ଦାବି

ବାଲେଶ୍ୱର, (ସରୋଜ ପଣ୍ଡା):ସହରର କଲେଜ ଛକରୁ ବୈରାମନଗର ଛକ ପର୍ଯ୍ୟନ୍ତ ରାସ୍ତାପାଶ୍ୱର୍ରୁ ଉଠାଦୋକାନ ଉଚ୍ଛେଦ ପାଇଁ ପୌରପାଳିକାର ନିଷ୍ପତ୍ତି ବିରୋଧରେ ଅତିରିକ୍ତ ଜିଲାପାଳଙ୍କଠାରେ ଫେରାଦ ହୋଇଛନ୍ତି ଦେକାନୀମାନେ

Read more

Advertisement

ଏବେ ଏବେ