ପାଞ୍ଚ ଦିନିଆ ଶୀତ ମହୋତ୍ସବ ପାଇଁ ଦାରିଙ୍ଗବାଡି ଅଞ୍ଚଳ ଉତ୍ସବ ମୁଖର 

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିଠାରେ ଶନିବାର ଠାରୁ ଆରମ୍ଭ ହୋଇଛି ୫ ଦିନିଆ ଶୀତ ମହୋତ୍ସବ। ଏଥିପାଇଁ ସମଗ୍ର ଦାରିଙ୍ଗବାଡ଼ି ଚଳଚଞ୍ଚଳ ହୋଇଉଠିଛି।

Read more

Advertisement

ଏବେ ଏବେ