ପୈାର ପରିଷଦର ସ୍ୱଛସାଥି ସୁପରଭାଇଜରଙ୍କ ଦରମା ବୃଦ୍ଧି ଓ ସ୍ଥାୟୀ ନିଯୁକ୍ତି ପାଇଁ ଦାବିପତ୍ର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ପୈାର ପରିଷଦରେ କାର୍ଯ୍ୟରତ ସ୍ୱଛସାଥି ଓ ସୁପରଭାଇଜରମାନେ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି

Read more

Advertisement

ଏବେ ଏବେ