ବୁଗୁଡା ସବ-ଟ୍ରେଜେରୀର ନିଜସ୍ୱ କାର‌୍ୟ୍ୟାଳୟ ପାଇଁ ଭିତିପ୍ରସ୍ତର ସ୍ଥାପନ

ବୁଗୁଡା ,(ଯୁଗାବ୍ଦ ନ୍ୟୁଜ୍‌): ବୁଗୁଡା ସବ-ଟ୍ରେଜେରୀର ନିଜସ୍ୱ କାର‌୍ୟ୍ୟାଳୟ ପାଇଁ ବୁଗୁଡା ଏନଏସି ଅନ୍ତର୍ଗତ ଷୋହଳ ମାଇଲ ଠାରେ ଭିତିପ୍ରସ୍ତର ସ୍ଥାପନ ରବିବାର ଦିନ ଅନୁଷ୍ଟିତ ହୋଇଯାଇଛି।

Read more

Advertisement

ଏବେ ଏବେ