ଶିକ୍ଷକ ନେତା ଗୋପୀନାଥ ଆୟଚଙ୍କ ଅକାଳ ବିୟୋଗ

ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ୍‌) : ବିଶିଷ୍ଟ ଶିକ୍ଷାବିତ ତଥା ଓଷ୍ଟାର ପୁର୍ବତନ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୋପୀନାଥ ଆୟଚଙ୍କ ୬୬ବର୍ଷ ବୟସରେ ଅକାଳ ବିୟୋଗ ଘଟିଛି ।

Read more

Advertisement

ଏବେ ଏବେ