ହସପିଟାଲରେ ରୋଗୀସେବାର ଅବ୍ୟବସ୍ଥା ନେଇ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆନ୍ଦୋଳନ ପାଇଁ ପ୍ରସ୍ତୁତି ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା):ଫକୀରମୋହନ ମେଡିକାଲ କଲେଜ ହସପିଟାଲରେ ସ୍ୱାସ୍ଥ୍ୟସେବା ଏକ ବିପର୍ଯ୍ୟୟ ଅବସ୍ଥାକୁ ଚାଲିଯାଇଛି ବୋଲି ମେଡିକାଲ୍ କଲେଜ କ୍ରିୟାନୁଷ୍ଠାନ କମିଟି ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଛି

Read more

Advertisement

ଏବେ ଏବେ