ହେମନ୍ତଙ୍କ ଉପରୁ ବିଜେଡି ଉଠାଇଲା ନିଲମ୍ବନ ଆଦେଶ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମ ପଞ୍ଚାୟତର ସମିତିସଭ୍ୟ ହେମନ୍ତ କୁମାର ବିଶ୍ୱାଳଙ୍କ ଉପରୁ ବିଜେଡି ନିଲମ୍ବନ ଆଦେଶ ଉଠାଇ ନେଇଛି ।

Read more

Advertisement

ଏବେ ଏବେ