ଭିନ୍ନକ୍ଷମ ଅନ୍ତର୍ନିବେଶୀ ଶିକ୍ଷା ସ୍ୱେଚ୍ଛାସେବୀଙ୍କୁ ଗଣଶିକ୍ଷା ବିଭାଗୀୟ ସଚିବ ଦେଲେ ପ୍ରତିଶ୍ରୁତି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆନ୍ତଃମନ୍ତ୍ରୀସ୍ତରୀୟ ବୈଠକରେ ବିଭାଗୀୟ ମନ୍ତ୍ରୀ ପି.ଏଚ୍‌.ଆଇ.ଭି.ଭି ମାନଙ୍କ ସମସ୍ୟା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ସରିଛି । ଗତ ତା ୦୭.୦୯.୨୦୨୩ରିଖ ଦିବା ୧୨ ଘଟିକା ସମୟରେ ବିଭାଗୀୟ ଶାସନ ସଚିବ ମହୋଦୟଙ୍କୁ ସାକ୍ଷାତ୍ ପରେ ଆମ୍ଭମାନଙ୍କୁ ଦୃଢ ପ୍ରତିଶ୍ରୁତି ଦେଲେ ଯେ, ଆମ୍ଭମାନଙ୍କ ସମସ୍ୟାର ଖୁବ୍ ଶୀଘ୍ର ସମାଧାନ ହେବ ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର ଗଣଶିକ୍ଷା ବିଭାଗର ମନ୍ତ୍ରୀ ଓ ବିଭାଗୀୟ ଶାସନ ସଚିବଙ୍କୁ ଅନୁଷ୍ଠାନ ତରଫରୁ ସଭାପତି ଶିବ ଶଙ୍କର ପଣ୍ଡା, ସମ୍ପାଦକ ଗଦାଧର ରାଉତ, କାର୍ଯ୍ୟକାରୀ ସଭାପତି, ମୁଖ୍ୟ କର୍ମକର୍ତ୍ତା ଆଦିତ୍ୟ ରଞ୍ଜନ ପୁହାଣ ଏହି ଗଭର୍ଣ୍ଣିଂ ବଡ଼ିର ସମସ୍ତ କର୍ମକର୍ତ୍ତାମାନଙ୍କ ତରଫରୁ ଅଶେଷ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ