ଆଇନ ଉଲଂଘନକାରୀଙ୍କ ଠାରୁ ୬ ହଜାର ଜୋରିମାନା ଆଦାୟ

ବନ୍ତ, (ଚାନ୍ଦିନୀ ମହାନ୍ତି) : ରବିବାର କରୋନା ଲକ୍ ଡାଉନ୍ ଓ ସଟ୍‌ଡାଉନ୍ ପରିପେକ୍ଷୀରେ ବନ୍ତ ଥାନା ଓ କେନ୍ଦୁଆପଦା ଫାଣ୍ଡି ପୋଲିସ ପକ୍ଷରୁ କଡାକଡି ଯାଞ୍ଚ କରାଯାଇ ୧୦ ଜଣଙ୍କ ଠାରୁ ୬ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ବନ୍ତ ଥାନା ପକ୍ଷରୁ ଏମ୍‌.ଭି.ଆକ୍ଟରେ ୨ ଜଣଙ୍କ ଠାରୁ ୨ ହଜାର ଓ ମାସ୍କ ବ୍ୟବହାର କରିନଥିବା ୨ ଜଣଙ୍କ ଠାରୁ ୧ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ସେହିପରି କେନ୍ଦୁଆପଦା ଫାଣ୍ଡି ପୋଲିସ ପକ୍ଷରୁ ମାସ୍କ ବ୍ୟବହାର କରିଥିବା ୬ ଜଣଙ୍କ ଠାରୁ ୩ ହଜାର ଜୋରିମାନା ଆଦାୟ କରାଯାଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ