ଆଇ.ପି.ଏଲ ର ଶୁଭାରମ୍ଭ

ବ୍ରହ୍ମପୁର,(ୱାଇଏନ୍ଏସ୍): ଆଜି ଫଟା ଫଟ କ୍ରିକେଟ ମହାକୁମ୍ଭ ର ଶୁଭାରମ୍ଭ ହେବ,ପ୍ରଥମ ଦିନରେ ମୁମ୍ବାଇ ଇଣ୍ଡିଆନ୍ସ କୁ ଚେନାଇ ସୁପରକିଙ୍ଗ ଭେଟିବାକୁ ଯାଉଛି | ଏହି ମ୍ୟାଚ କୋରନା କଟକଣା କାରଣରୁ ଭାରତ ବାହାରେ ଆବୁ ଧାବି ରେ ଅନୁଷ୍ଠିତ ହେବ ଆଜି ଏହି ମ୍ୟାଚ ବିନା ଦର୍ଶକରେ ଖେଳା ଯାଉଥିବା ବେଳେ କେବଳ ଆବଶ୍ୟକ ଖେଳାଳିଙ୍କୁ ନେଇ ମ୍ୟାଚ ଅନୁଷ୍ଠିତ ହେବ | ଏହା ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୭.୩୦ ରେ ଷ୍ଟାର ସ୍ପୋଟ୍ସ ମାଧ୍ୟମରେ ପ୍ରସାରଣ ହେବ | ଆଜି ପ୍ରଥମ ମ୍ୟାଚ ଥିବାବେଳେ ନଭେମ୍ବର ମାସ ଯାଏ ଏହା ଚାଲିବାକୁ ଥିବାବେଳେ ଯୁବ ପୀଡ଼ିଙ୍କ ମନରେ ଏହାକୁ ନେଇ ଉତ୍କଣ୍ଠା ପ୍ରକାଶ ପାଇଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ