ଉତ୍କଳ ସେବା ସଂଘ ବନ୍ଧଟିଆ ପକ୍ଷରୁ ସିତ ବସ୍ତ୍ର ବଣ୍ଟନ

ଧାମନଗର,(ସନ୍ତୋଷ କୁମାର ପ୍ରଧାନ): ଧାମନଗର ବ୍ଲକ ରାଧବଲ୍ଲବପୁର ଅଞ୍ଚଳରେ ଉତ୍କଳ ସେବା ସଂଘ ବନ୍ଧଟିଆ ଆନୁକୂଲ୍ୟରେ ଗରିବ ଅସହାୟ ଲୋକଙ୍କୁ କମ୍ବଳ ବଣ୍ଟନ କରାଯାଇଛି। ଏହି କଯ୍ୟକ୍ରମ ଦୁଇଦିନ ଧରି ଚାଲିଥିବାବେଳେ ଶହେରୁ ଉର୍ଦ୍ଧ ଲୋକଙ୍କୁ ବଣ୍ଟନ କରାଯାଇଥିଲା। ବିତରଣ ମାନଙ୍କୁ କମ୍ବଳ ସହିତ ମିଠା ପକେଟ ଦିଆଯାଇଥିଲା। ଉତ୍କଳ ସଂଘର ସଭାପତି ଶଶାଙ୍ଗ ଶେଖର ସାହୁଙ୍କ ଓ ସଂଯୋଜକ ଅଶୋକ ରାଉତ ଅଧକ୍ଷତାରେ ଅନୁଷ୍ଠିତ କଯ୍ୟକ୍ରମକୁ ବାସନ୍ତୀଲତା ସାହୁ, ପ୍ରଦୀପ ବାରିକ, ଦିଗାମ୍ବର ମହାପାତ୍ର,ବିଜୟ ସେଠି, ମାନସ ଦାସ, ବିପିନି ପଣ୍ଡା, ଦୁର୍ଗା ଚରଣ ସାମଲ ମନୋଜ ମହାନ୍ତି ,ପଙ୍କଜ ଦାସ ଆଦି ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ