କଳାହାଣ୍ଡି , (ଯୁଗାବ୍ଦ ନ୍ୟୁଜ) : ଇନ୍ଦ୍ରାବତୀ ଓଏଚପିସିରେ କାର୍ଯ୍ୟରତ ଜେନେରାଲ ମ୍ୟାନେଜର ନାରାୟଣ ମେହେରେ ମଙ୍ଗଳବାର ମଧ୍ୟାହ୍ନରୁ କେଉଁଆଡେ ନିଖୋଜ ହୋଇଥିବା ଜଣାପଡିଛି । ଏନେଇ ତାଙ୍କ ପତ୍ନୀ ସୁରେଖା ମେହେରେ ଜୟପାଟଣା ପୋଲିସ ଷ୍ଟେ୍ଧସନରେ ଲିଖିତ ଅଭିଯୋଗ କରିଛନ୍ତି । ଲିଖିତ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଜାରି ରଖିଛି ।