କର୍ମକାଣ୍ଡ ବିଶାରଦ କ୍ଷେତ୍ରବାସୀ ପଣ୍ଡାଙ୍କ ପରଲୋକ

ହାଟଡ଼ିହି, (ବିକାଶ ବିଶ୍ୱାଳ):ତରତରା ଗ୍ରାମର କର୍ମକାଣ୍ଡ ବିଶାରଦ ପଣ୍ଡିତ କ୍ଷେତ୍ରବାସୀ ପଣ୍ଡାଙ୍କ ୮୬ବର୍ଷ ବୟସରେ ଆଜି ସକାଳ ୮ଟାରେ ପରଲୋକ ଘଟିଛି । ସେ ଜଣେ କର୍ମକାଣ୍ଡ ବିଶାରଦ, ବିଦ୍ୱାନ ପଣ୍ଡିତ ଭାବେ ଜଣାଶୁଣା ଥିଲେ । ତାଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକାର ଛାୟା ଖେଳି ଯାଇଛି । ତାଙ୍କ ମୃତୁ୍ୟଶଯ୍ୟା ନିକଟରେ ପତ୍ନୀ ପାର୍ବତୀ ପଣ୍ଡା, ଭାଇ ଯୁଦ୍ଧିଷ୍ଠିର ପଣ୍ଡା, ପୁର୍ଣ୍ଣଚନ୍ଦ୍ର ପଣ୍ଡା, ଭାଇ ବୋହୁ ବାସନ୍ତୀ ପଣ୍ଡା, କୁନି ପଣ୍ଡା, ପୁଅ ନିମାଁଇ ଚନ୍ଦ୍ର ପଣ୍ଡା, ବାସୁଦେବ ପଣ୍ଡା, ପ୍ରସନ୍ନ ପଣ୍ଡା, ଅନ୍ତର୍ଯ୍ୟାମୀ ପଣ୍ଡା, ବୋହୁ ଅନୁ, ସୀମା, ରୀନା, ରିଙ୍କି, ଝିଅ କୁନ୍ତ, ହରପ୍ରୀୟା, ପ୍ରମିଳା, ସର୍ମିଳା, ଉର୍ମିଳା, ଜ୍ୱାଇଁ ସୁବାସ, ବିପିନି, ରଞ୍ଜନ, ରାଜୁ ଭଣଜା ଗୟାଧର, ମାୟାଧର, ବିଜୟ, ଅଜୟ, ବିଶୁ, ମଣ୍ଟୁ, ବସନ୍ତ, କିଶୋର, ଭଉଣୀ ଗୌରୀ, ବିଣା, ନିନି, ଭିଣୋଇ ନାଣ୍ଡୁ, ସୁଦର୍ଶନ, ପରଲୋକ ଖବରପାଇ ଜିଲ୍ଲାପରିଷଦ ସଦସ୍ୟ ଜିତେନ୍ଦ୍ର ସାମଲ, ତରତରା ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ସନ୍ତୋଷ ସାମଲ, ତରତରା ସେବା ସମବାୟ ସମିତିର ସଭାପତି ସୁବ୍ରତ ସାମଲ, ସନ୍ତୋଷ ଧଳ, ଜଗନ୍ନାଥ ବେହେରା, ମଣ୍ଟୁ ସାମଲ, ପେଙ୍ଗୁ ଧଳ, ଦୟା ଧଳ, ମୁସୁନୁ ନାୟକ, ବାପିନା ମୁଦୁଲି, ବାବୁ ଓଝା, ଭୀମ ନାୟକ, ଅର୍ଜୁନ ନାୟକ, ଶରତ ରାଉତ, ଚଗୁଲୁ କର, ବିଷ୍ଣୁ ଦାଶ, ନାଲୁ ଦାଶ, ସନାତନ ଦାଶ, ପ୍ରମୋଦ ସାହୁ, ସ୍ୱେଦେଶ ସାମଲଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ଦର୍ଶନ କରିଥିଲେ । ପରେ ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଇବା ପରେ ଗାଁ ସସ୍ମଶାନରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ବଡପୁଅ ନିମାଇଁ ମୁଖାଗ୍ନି ଦେଇଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ