କଲମପୁର ଏଟିଏମ ଭାଙ୍ଗିଲେ ଦୁର୍ବୁତ୍ତ

କଳାହାଣ୍ଡି:ଲକଡାଉନ ର ସୁଯୋଗ ନେଇ ଚୋର ମାନେ ସକ୍ରିୟ ହୋଇପଡିଥିବା ବେଳେ ଗତ କାଲି ବିଳମ୍ବିତ ରାତ୍ରି ରେ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ସଦର ମହକୁମା କଲମପୁର ଠାରେ ଥିବା ଷ୍ଟେଟ ବ୍ୟାଙ୍କ ଏ ଟି ଏମ କୁ ଦୁର୍ବୁତ୍ତ ମାନେ ଭାଙ୍ଗିବାକୁ ଚେଷ୍ଟା କରିଛନ୍ତି ତେବେ ଏ ଟି ଏମ ମେସିନ ରୁ ଟଙ୍କା ନେବାରେ ବିଫଳ ହୋଇଥିବା ଜଣାପଡିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ