କଳାହାଣ୍ଡିରେ କୋଶଲ ନିୟୁଜ ର ଶୁଭାରମ୍ଭ

କଳାହାଣ୍ଡି,(ୱାଇଏନ୍ଏସ୍): କଳାହାଣ୍ଡିର ପ୍ରସିଦ୍ଧ ସପ୍ତମାତୃକା ଶୈବ ପୀଠ ବେଲଖଣ୍ଡି ରେ ପବିତ୍ର କାର୍ତିକ ପୁର୍ଣିମା ଦିନ କୋଶଲ ନିୟୁଜ ର ଶୁଭାରମ୍ଭ ହେଇଯାଇଛି. ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଜୁ ଛାତ୍ର ଜନତା ଦଳ ର କାର୍ଯ୍ୟକାରୀ ସଭାପତି ଅଭିନାଶ ଠାକୁର, ସମ୍ମାନିତ ଅତିଥି ଭାବେ ଅଂଚଳର ଜଣାଶୁଣା ସମାଜସେବୀ ମନୋଜ ପଟ୍ଟନାୟକ,ବିଜୁ ଛାତ୍ର ଜନତା ର ଜିଲ୍ଲା ସଭାପତି ଅଜିତ କୁମାର ସାହୁ, ସ୍ବେଛାସେବୀ ସିନୁ ବେହେରା ଏବଂ ସାମ୍ବାଦିକ ରୋହିତ କୁମାର ସାହୁ ଉପସ୍ଥିତ ଥିଲେ. କରୋନା ମହାମାରୀକୁ ଆଖିଆଗରେ ରଖି ସମସ୍ତେ ମାସ୍କ ଏବଂ ସାନିଟାଇଜର ବ୍ୟବହାର କରିଥିଲେ. ଶେଷ ରେ ଚେନାଲର ମୁଖ୍ୟ ପରିଚାଳକ ବୁଦ୍ଧେଶ୍ୱର ଚୌଧୁରୀ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମକୁ ଶେଷ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ