କଳାହାଣ୍ଡି କୁ ଆସିଲା ପ୍ରଥମ ଶ୍ରମିକ ଟ୍ରେନ

କଳାହାଣ୍ଡି, (ଓ୍ବାଇଏନ୍ଏସ୍):କଳାହାଣ୍ଡି ଜିଲ୍ଲା କୁ ପ୍ରଥମ ଶ୍ରମିକ ସ୍ପେଶାଲ ଟ୍ରେନ ଗତକାଲି ରାତି ରେ ଆସି ପହଂଚିଛି ଗୁଜୁରାଟ ରାଜକୋଟ ରୁ୨୬୫୨ ଜଣ ପ୍ରବାସୀ ଙ୍କୁ ଧରି ଧରି ଫେରିଛି ଟ୍ରେନ ଏଥି ପାଇଁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଦ୍ୱାରା ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ କର୍ଫ୍ୟୁ ଜାରୀ କରାଯାଇଛି ଟ୍ରେନ ଟି ନିର୍ଦ୍ଧାରିତ ସମୟ ରୁ ବିଳମ୍ବ ରେ ରାତି ୯.୨୫ ମିନିଟ ସମୟରେ ୧୭ ଜିଲ୍ଲା ର ଶ୍ରମିକ ଙ୍କୁ ଧରି ପହଞ୍ଚିଥିଲା ପ୍ରବାସୀ ଶ୍ରମିକ ଙ୍କୁ ସାମାଜିକ ଦୁରତା ସହ ସ୍କିନିଂ କରି ସମସ୍ତ ପ୍ରକାର ଆନୁସଙ୍ଗିକ ସୁବିଧା ଦେବା ପାଇଁ ଜିଲ୍ଲା ପ୍ରଶାସନ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ ପରେ ଅନ୍ୟ ଜିଲ୍ଲା ର ଶ୍ରମିକ ଙ୍କୁ ବସ ଯୋଗେ ପଠାଯାଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ