କଳାହାଣ୍ଡି କୋଭିଡି ଯୋଦ୍ଧା କୁ ଆକ୍ରମଣ

କଳାହାଣ୍ଡି,(ଓ୍ବାଇଏନ୍ଏସ୍): କଳାହାଣ୍ଡି ଭବାନୀପାଟଣା ସହରରେ ପ୍ରଶାସନ ଦୁଇଦିନ ସଟ ଡାଉନ ଥିଲା ବେଳେ ଗତକାଲି ରାତିରେ ସ୍ଥାନୀୟ ଲୋକ ପୋଲିସ ଉପରେ ଆକ୍ରମଣ , ସୂଚନା ଅନୁସାରେ କଳାହାଣ୍ଡି ପୋଲିସ କଣ୍ଟ୍ରୋଲ ରୁମକୁ କାଳୀମନ୍ଦିର ପଡା ଠାରେ ମଦ ବିକ୍ରି ହୋଉଥିବା ସୂଚନା ଦେଇଥିଲେ ଖବର ପାଇ ଟାଉନ ଥାନା ର ପିସିଆର ଉକ୍ତ ସ୍ଥାନ କୁ ଆସିଥିଲା ଘଟଣା ସ୍ଥଳରେ କିଛି ଯୁବକ ମଦ ପିଉଥିବା ଓ ମଦ ବିକ୍ରି କରୁଥିବା ଲୋକ କୁ ଆୟତ କରିବା ସମୟରେ ଯୁବକ ମନେ ସଙ୍ଗବୋଧ ଭାବରେ ପୋଲିସ ଉପରେ ଆକ୍ରମଣ କରିଥିଲେ| ସ୍ଥାନୀୟ ପ୍ରତେକ୍ଷ ଦର୍ଶୀ କହିବା ଅନୁସାରେ ଏହି ଅଂଚଳ ରେ ବର୍ଷବର୍ଷ ଧରି ମଦ କରବାର ଚାଲିଥିବା ବେଳେ ଅନେକ ସମୟ ବହୁଲୋକ ଗିରଫ ମଧ୍ୟ ହୋଇଛନ୍ତି ଏହା ର ସ୍ଥାୟୀ ପ୍ରତିକ୍ରିୟା ପାଇଁ ସ୍ଥାନୀୟ ପଡା ବାସି ମଧ୍ୟ ପ୍ରଶାସନ କୁ ଜଣେଇଛନ୍ତି ଅନ୍ୟ ପଟେ କୋଭିଡ ସମୟରେ ଦିନ ରାତି ପରିବାର ବର୍ଗ କୁ ଛାଡି କୋଭିଡ ଯୋଦ୍ଧା ମନେ ଲୋକଙ୍କ ସେବା ରେ ନିୟୋଜିତ ଥିବାସମୟରେ ତାଙ୍କ ଉପରେ ଆକ୍ରମଣ କୁ ସାଧାରଣ ରେ ତୀଵ୍ରନିନ୍ଦା କରାଯଇଛି ଅନ୍ୟ ପଟେ ଭବାନୀପାଟଣା ଟାଉନ ପୋଲିସ ଅଧିକାରୀ ସତ୍ୟ କୁମାର ନନ୍ଦ ଙ୍କ ସୁଚନା ଅନୁସାରେ କାଳୀମନ୍ଦିର ପଡା ର ୧୧ ଜଣଙ୍କୁ ଗିରଫ କରାଜିଥିବା ବେଳେ ଏହାର ଅଧିକ ତଦନ୍ତ କରାଯିବ ଓ ଦୋଷୀ ଙ୍କୁ ଠିକ ଦଣ୍ଡ ଦିଆଯିବା କହିଛନ୍ତି|

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ