ସବ୍ ରେଜିଷ୍ଟର କାର୍ଜ୍ୟାଳୟପାଇଁ ଭିର୍ତ୍ତିପ୍ରସ୍ଥର ପକାଇଲେ : ମନ୍ତ୍ରୀ ରଘୁନନ୍ଦନ ଦାସ

ପାରାଦ୍ୱୀପ (ପୀତବାସ ପ୍ରଧାନ) : କୁଜଙ୍ଗ ଠାରେ ନୂତନ ସବ୍ ରେଜିଷ୍ଟାର ଅଫିସ ଗୃହ ନିର୍ମାଣ ପାଇଁ ବୁଧବାର ଦିନ ଏହାର ଭିତ୍ତିପ୍ରସ୍ଥର ସ୍ଥାପନ କରିଛନ୍ତି ରାଜ୍ୟ ଜଳସଂପଦ ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ । ଏହି ଭିତ୍ତିପ୍ରସ୍ଥର ସ୍ଥାପନ କାର୍ଯ୍ୟକ୍ରମରେ ଜଗତସିଂହପୁର ସାଂସଦ ଡା.ରାଜଶ୍ରୀ ମଲ୍ଲିକ, ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ ଏବଂ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏହି ନିର୍ମାଣ କାର୍ଯ୍ୟ ଜିଲ୍ଲା ର‌୍ୟୁରାଲ ୱାର୍କ୍ସ ଏକ୍‌ଜିକ୍ୟୁଟିଭ୍ ଇଞ୍ଜିନିୟର ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ