ଗଂଜାମ, (ବିନୋଦ ପଲାଇ) :-ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ ବାହାରିଥିବା ବେଳେ ଗଞ୍ଜାମ ବ୍ଳକରେ ଆଠଟି ସେଣ୍ଟରେ ୨୦ଟି ହାଇସ୍କୁଲର ୧୫୨୭ ବିଦ୍ୟାର୍ଥି ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ଏ୧-୦୯ ଜଣ,ଏ୨-୧୦୨,ବି୧-୩୭୦,ବି୨-୫୫୧,ସି-୩୨୮,ଡି-୧୨୪, ଇ-୨୫,ଜଣ କୃତକାର୍ଯ୍ୟ ହୋଇଥିବା ବେଳେ, ୧୮ ଜଣ ଫେଲ ହୋଇଥିବା ଜଣାପଡିଛି ।