ଗୋରୁ ବୋଝେଇ ଅଟୋ ଜବତ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ଥାନା ପକ୍ଷରୁ ଆଜି ୧୬ନଂ ଜାତୀୟ ରାଜପଥ ଉପରୁ ଦୁଇଗୋଟି ଗୋରୁ ବୋଝେଇ ଅଟୋ ଜବତ କରାଯାଇଛି। ଆଜି ସକାଳୁ ପୋଲିସ ପେଟ୍ରୋଲିଂ ଚାଲିଥିବା ବେଳେ କଲିକତା ଯାଉଥିବା ଗୋରୁ ବୋଝେଇ ଅଟୋ ଦୁଇଟି ଜବତ ହୋଇଥିବା ଜଣାଯାଇଛି। ଏନେଇ ଏସକେ ନୁର ଆଲାମ ଅଲ୍ଲୀ, ଏଅକେ ମୁସ୍ତାଫିଜୁଲ ଅଲ୍ଲୀ ଓ ଏସକେ ସ୍ୱର ଅଲ୍ଲୀକୁ ପୁଲିସ ଗିରଫ କରିଛି। ତିନି ଅଭିଯୁକ୍ତ କଲିକତାର ବୋଲି ଥାନା ପକ୍ଷରୁ ସୂଚନା ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ