ଛୋଟ ଚିନ୍ତା ଆଣେ ବଡ଼ ଅସୁବିଧା

ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଛୋଟ ଛୋଟ ସମସ୍ୟାକୁ ନେଇ ଅଧିକ ଚିନ୍ତିତ ହୋଇପଡନ୍ତି । ତେବେ ଏହାର ପ୍ରଭାବ ଶରୀର ଉପରେ ପଡିଥାଏ । ଏହା ବେଳେବେଳେ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାର ଲକ୍ଷଣ ହୋଇଥାଏ । ତେବେ ଜାଣନ୍ତୁ ସେ ସମ୍ପର୍କରେ ।
-ଅନେକ ସମୟରେ ଏହି କାରଣ ପାଇଁ ଧ୍ୟାନ କେନ୍ଦ୍ରିତ ହୋଇ ନ ଥାଏ, ଯାହା ଫଳରେ କାମରେ ମନ ଲାଗି ନ ଥାଏ ।
-ଅନେକେ କହିଥାନ୍ତି ଚିନ୍ତା କରିବା ଦ୍ୱାରା ଏହାର ପ୍ରଭାବ ସିଧା ତ୍ୱଚା ଉପରେ ପଡିଥାଏ । ଆଖିତଳ ଦାଗ, ମୁହଁ ଶୁଖିଲା ଦେଖାଯିବା ସହ ବ୍ରଣ ସମସ୍ୟା ଆଦି ଦେଖାଯାଇଥାଏ ।
-ଏହାର ଅଧିକ ପ୍ରଭାବ ହାର୍ଟ ଉପରେ ପଡିଥାଏ, ଯେଉଁଥିରେ ହାର୍ଟଆଟାକ ଆଶଙ୍କା ଦେଖାଯାଇଥାଏ ।
-କେଶ ସମ୍ବନ୍ଧୀୟ ଅନେକ ସମସ୍ୟା ଏହି କାରଣରୁ ଦେଖାଦେଇଥାଏ ବୋଲି ଡାକ୍ତର କହିଥାନ୍ତି, ଯେଉଁଥିପାଇଁ କମ୍ ବୟସରେ କେଶ ଝଡିବା ସହ ଧଳା ହୋଇଯାଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ