ନିର୍ବାଚନ କମିଶନଙ୍କ ସୂଚନା , ଦିନ ଗୋଟାଏ ସୁଦ୍ଧା ୪୨ ପ୍ରତିଶତ ମତଦାନ

ପାଟକୁରା , (ଯୁଗାବ୍ଦ ନ୍ୟୁଜ ) : ପାଟକୁରାରେ ଶନିବାର ସକାଳ ୭ଟାରୁ ଆରମ୍ଭ ହୋଇ ସଂନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ଜାରି ରହିବ । ଦିନ ଗୋଟାଏ ସୁଦ୍ଧା ୪୨ ପ୍ରତିଶତ ମତଦାନ ହୋଇଥିବା ସୁଚନାମିଳିଛି । ସୁଚନାଯୋଗ୍ୟ , ୩୦୯ଟି ବୁଥରେ ୨ ଲକ୍ଷ ୩୭ହଜାର ୫୯୯ଜଣ ଭୋଟର ନିଜର ମତସାବ୍ୟସ୍ତ କରି ୧୦ଜଣ ପାର୍ଥଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ